କେଉଁ ପଶୁ କ୍ୟାନ୍ସର ରୋଗକୁ ଚିହ୍ନି ପାରେ?
ଏସବୁ ପ୍ରଶ୍ନର ଉତ୍ତର କେବଳ ୨ ପ୍ରତିଶତ ଲୋକ ହିଁ ଦେଇ ପାରନ୍ତି.. ଅନେକ ସମୟରେ ଇଣ୍ଟରଭିଉ ଦେବାକୁ ଯାଇଥିବା ବେଳେ ଏଭଳି କିଛି ଅଜବ ଗଜବି ପ୍ରଶ୍ନ ପଚାର ଯାଇଥାଏ ଯାହାର ଉତ୍ତର କୌଣସି ବହିରେ ନଥାଏ. ଏସବୁର ଉତ୍ତର ଆମକୁ ନିଜ presents of mind ରୁ ଦେବାକୁ ପଡିଥାଏ. ତେବେ ଚାଲନ୍ତୁ ଜାଣିବା କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର କେବଳ ସେହିମାନେ ଦେଇ ପାରିବେ ଯେଉଁ ମାନଙ୍କର IQ level ସର୍ବାଧିକ ଅଟେ.
odia tricky questions, odia funny tricky questions
କେଉଁ ପଶୁ କ୍ୟାନ୍ସର ରୋଗକୁ ଚିହ୍ନି ପାରେ?
ଉତ୍ତର: ଶ୍ଵାନ ବା କୁକୁର. କୁକୁରର ଘ୍ରାଣ ଶକ୍ତି ଅନ୍ୟ ପଶୁ ମାନଙ୍କ ତୁଳନାରେ ସର୍ବାଧିକ. କୁକୁର ମଣିଷ ଶରୀରରେ ହେଉଥିବା ପରିବର୍ତ୍ତନକୁ ଗନ୍ଧରୁ ଜାଣିପାରେ. ସେଥିପାଇଁ କ୍ୟାନ୍ସର ରୋଗକୁ ମଧ୍ୟ ସେ ଅତି ସହଜରେ ଚିହ୍ନି ପାରେ.
କେଉଁ ପ୍ରାଣୀ ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ଦେଖିପାରେ?
ଉତ୍ତର : ବେଙ୍ଗ
କେଉଁ ପଶୁର ବ୍ୟବହାର ବୋମା ଚିହ୍ନଟ କରିବାରେ ବ୍ୟବହାର କରାଯାଏ?
ଉତ୍ତର : କୁକୁର
କେଉଁ ପ୍ରାଣୀ ଉଡିପାରୁଥିଲେ ବି ନିଜ ପାଦ ସାହାଯ୍ୟରେ ବସି ପାରେ ନାହିଁ
ଉତ୍ତର : ବାଦୁଡ଼ି
ମୁଣ୍ଡ କଟିଯିବା ପରେ ବି କେଉଁ ଜୀବ ଜୀବିତ ରହିପାରେ?
ଉତ୍ତର : ଅସରପା