10 Lines About Holi Festival in Odia, 10 lines about holi in odia, holi essay in odia language, essay on holi in odia, 10 lines on holi in odia.
- Holi is the festival of colors and happiness.
- Holi falls on Pratipada Tithi in the month of Falgun every year.
- This festival is celebrated with great joy throughout the Indian year.
- From small to tall, old and young, everyone forgets their old beliefs and starts a new relationship with new hopes and dreams.
- On the day of Holi, yellow, red, purple, green etc colors are seen flying around.
- Small children fill pitchers with water and paint each other.
- The four sides are bright with new colors of joy.
- Nature, disappointed by the leaf fall of spring and summer, becomes colored by the touch of Falgun.
- On Holi, most people have different types of cakes in their homes. Which is eaten together in the family.
- Many people die by drowning in the swamp due to drinking alcohol on this day.
- So we have to take an oath that we should use bio-based dyes, stay away from alcohol and meat and celebrate this festival peacefully with joy and happiness.
10 Lines About Holi in Odia
- ରଙ୍ଗ ଓ ଖୁସିର ପର୍ବ ହେଉଛି ହୋଲି.
- ପ୍ରତ୍ୟେକ ବର୍ଷର ଫାଲ୍ଗୁନ ମାସ ପ୍ରତିପଦା ତିଥିରେ ପଡେ ହୋଲି.
- ଏହି ପର୍ବ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହକାରେ ପାଳନ କରାଯାଏ.
- ଛୋଟ ରୁ ବଡଅବଲ ବୃଦ୍ଧ ବନିତା ସମସ୍ତେ ପୁରୁଣା ମନାନ୍ତର ମତାନ୍ତର ଭୁଲି ପରସ୍ପରକୁ ରଙ୍ଗ ଲଗାଇ ନୂତନ ଆଶା ସହିତ ନୂତନ ସମ୍ପର୍କର ଆରମ୍ଭ କରନ୍ତି.
- ହୋଲି ଦିନ ଚାରିଆଡେ ହଳଦିଆ, ଲାଲ, ବାଇଗଣୀ, ସବୁଜ ଇତ୍ୟାଦି ରଙ୍ଗ ବେରଙ୍ଗର ଅବୀର ଓ ଫଗୁ ଉଡ଼ୁଥିବାର ଦେଖାଯାଏ.
- ଛୋଟ ଛୋଟ ପିଲା ମାନେ ପିଚକାରୀରେ ପାଣି ଭରି ପରସ୍ପରକୁ ରଙ୍ଗ ବୋଳୁଥାନ୍ତି.
- ଚତୁର୍ଦିଗ ଆନନ୍ଦ ଉଲ୍ଲାସରେ ନୂତନ ରଙ୍ଗରେ ଝଲସୁ ଥାଏ.
- ବସନ୍ତଋତୁର ପତ୍ର ଝଡା ଯୋଗୁଁ ନିରାଶ ହୋଇଯାଇଥିବା ପ୍ରକୃତି ଫାଲ୍ଗୁନର ସ୍ପର୍ଶରେ ରଙ୍ଗୀନ ହୋଇଉଠେ.
- ହୋଲି ଦିନ ଅଧିକାଂଶ ଲୋକଙ୍କ ଘରେ ବିଭିନ୍ନ ପ୍ରକାର ପିଠାପଣା ହୋଇଥାଏ. ଯାହାକୁ ସପରିବାରେ ମିଶି ଖାଇଥାନ୍ତି.
- ଅନେକ ଲୋକ ଏହିଦିନ ମଦ ପାନ ଯୋଗୁଁ ଜଳାଶୟରେ ବୁଡି ମୃତ୍ୟୁ ବରଂ କରିଥାନ୍ତି.
- ଏଣୁ ଆମକୁ ଶପଥ ନେବାକୁ ପଡିବ ଯେ ଆମେ ଜୈବିକ ପ୍ରକ୍ରିୟାରେ ନିର୍ମିତ ରଙ୍ଗକୁ ବ୍ୟବହାର ମଦ୍ୟ, ମାଂସ ଥରୁ ଦୂରରେ ରହି ଶାନ୍ତିପୂର୍ଣ୍ଣ ଭାବରେ ଆନନ୍ଦ ଉଲ୍ଲାସ ସହକାରେ ଏହି ପର୍ବ ପାଳନ କରିବା ଉଚିତ.